Niladri Bihari Nayak·Apr 20, 2018୬୬.କାହିଁକି ମୋ ଠାରେ ହେଳାକାହିଁକି ମୋଠାରେ ହେଳା ହେ, ଚକାଡ଼ୋଳା ଡାକିଲେ ନ ଶୁଣ କିଞ୍ଚିତେ, ଡାକି ଡାକି ଶୁଖି ଗଲାଣି ଗଳା ହେ ।
Niladri Bihari Nayak·Apr 20, 2018୬୩. କଳା ଶ୍ରୀମୁଖ ହେକଳା ଶ୍ରୀମୁଖ ହେ ନଗଲା ମୋର ଦୁଃଖ କଳପ ତରୁକୁ ଆଶ୍ରେ କରିଛି ମୁଁ କି ବୋଲିବେ ଶୁଣି ଲୋକ ॥ଘୋଷା॥
Niladri Bihari Nayak·Apr 20, 2018୬୪.କାଳିଆ ରେ କାଳିଆ ତୁକାଳିଆରେ କାଳିଆ ତୁ ସତ କହ କାହାର (୨) ପ୍ରେମମୟୀ ରାଧାର କି ଯଶୋମତୀ ମା’ ର ରଘୁ ଅରକ୍ଷିତ କିବା ବନ୍ଧୁ ମହାନ୍ତିର , କହ ତୁ କାହାର ||୦|| ମନ ତୋର ବନ୍ଧା ସତେ ବଡ…