Skip to playerSkip to main content
  • 4 months ago
Hirakud Dam Gate Opening 2025 ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଗେଟ୍ । ଗତ କିଛି ଦିନ ତଳେ ହୀରାକୁଦ ଡ୍ୟାମର ସବୁ ଗେଟକୁ ବନ୍ଦ କରାଯାଇଥିବା ବେଳେ ଆଜି ପୁଣି 4ଟି ଗେଟରୁ ବନ୍ୟାଜଳ ଛଡ଼ାଯାଇଛି l ଆଜି ପୂର୍ବାହ୍ନ 10ଟାରେ ହୀରାକୁଦ ଡ୍ୟାମର 4ଟି ଗେଟ ଖୋଲାଯାଇଥିବା ନେଇ ମୁଖ୍ୟଯନ୍ତ୍ରୀ ଇଂ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି । ପାଣିପାଗ ବିଭାଗ ଆଗାମୀ 25 ତାରିଖରେ ଲଘୁଚାପ ଜନିତ ବର୍ଷା ହେବାର ଅନୁମାନ କରୁଥିବାରୁ ହୀରାକୁଦର ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।ଖୋଲିଲା ହୀରାକୁଦ ଗେଟ୍:ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି,"ଆଜି ଦିନ 9ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର 620.50 ଫୁଟ ରହିଥିବା ବେଳେ.  ଜଳ ଭଣ୍ଡାରର ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ପ୍ରାୟ ଅଢେଇ ଲକ୍ଷ କ୍ୟୁସେକ ବନ୍ୟଜଳ ପ୍ରବେଶ କରୁଥିଲା । ଏହାସହ ପାୱାର ଚ୍ୟାନେଲ ଏବଂ ଅନ୍ୟାନ୍ୟ କେନାଲ ମାଧ୍ୟମରେ ପ୍ରାୟ 35 ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଥିଲା l ତେବେ ଆଜିର ଦିନରେ ହୀରାକୁଦ ଡ୍ୟାମର କର୍ଭ ରୁଲ ଅନୁସାରେ ଏହାର ଜଳସ୍ତର 623 ଫୁଟ ରହିବାର ନିୟମ ଥିବାବେଳେ ଆଜି ଦିନ 9ଟା ସୁଦ୍ଧା ଏହାର ଜଳସ୍ତର 620 ଫୁଟ ରହିଛି l କିନ୍ତୁ ଆସନ୍ତା 25 ତାରିଖରେ ପାଣିପାଗ ବିଭାଗ ଏକ ଲଘୁଚାପ ହେବାର ପୂର୍ବାନୁମାନ କରିଥିବାରୁ ଆମେ ଆଜି 4ଟି ଗେଟ ଖୋଲିଛୁ । ଏହାଦ୍ୱାରା ଆମେ ଜଳସ୍ତରକୁ ନିୟନ୍ତ୍ରଣରେ ରଖିପାରିବୁ । ଏହାଦ୍ୱାରା ହୀରାକୁଦ ତଳ ମୁଣ୍ଡରେ କୌଣସି ପ୍ରକାର ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ । ବର୍ତ୍ତମାନ ହୀରାକୁଦର 4ଟି ଗେଟ ଓ ପାୱାର ଚେନେଲ ଜରିଆରେ ପ୍ରାୟ 90 ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି ।"ଏହା ମଧ୍ୟ ପଢନ୍ତୁ...ହୀରାକୁଦ ଛାଡିଲା ପ୍ରଥମ ବନ୍ୟାଜଳ, ଖୋଲିଲା 20 ଗେଟ୍‌ - HIRAKUD DAM SLUICE GATE OPENEDଏହା ମଧ୍ୟ ପଢନ୍ତୁ...ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି; ବିପଦ ସଙ୍କେତ ଉପରେ ବିଭିନ୍ନ ନଦୀର ଜଳସ୍ତର, ଫୋକସରେ ବାଲେଶ୍ୱର-ଭଦ୍ରକ-ଯାଜପୁର - ODISHA FLOOD UPDATEଏହା ମଧ୍ୟ ପଢନ୍ତୁ...ଆହୁରି ଖୋଲିପାରେ ହୀରାକୁଦ ଗେଟ୍‌, ବେହାଲ କଲାଣି ବନ୍ୟାଜଳ - FLOOD SITUATION IN ODISHA
ଇଟିଭି ଭାରତ, ସମ୍ବଲପୁର 

Category

🗞
News
Transcript
00:00I am a man that I am the one who has been in the world.
00:05I am the one who has been in the world.
00:11I am the one who is the one who has been in the world.
00:45Thank you so much for joining us today.
00:51We are now at 623.
00:56We are now at 623.
01:00We are now at 623.
01:05We are now at 623.
01:11It is the flowers of the tree.
01:19It is still very unique.
01:24If you have any flowers,
01:26you will start the garden because we should start garden parcel.
01:34I am not a good idea, but I am a good idea.
01:37This is a good idea.
01:42I am a good idea.
01:46I am a good idea.
01:50I am a good idea.
Be the first to comment
Add your comment

Recommended