Niladri Bihari Nayak·Feb 20, 2018୭.ଚାଲ ସଖୀ ଆମ୍ଭେଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ କେଉଁ ସୁରପତି ବେଶ କରିଅଛ ଗିରିବର ତୋଳିଆକୁ ସେ ଯେ ଶ୍ରୀମୁଖ ତୋରା ଶିରେ ସୁନାସୁତା କେରା କେରା ||୧ ||