Niladri Bihari Nayak·Feb 20, 2018୭.ଚାଲ ସଖୀ ଆମ୍ଭେଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ କେଉଁ ସୁରପତି ବେଶ କରିଅଛ ଗିରିବର ତୋଳିଆକୁ ସେ ଯେ ଶ୍ରୀମୁଖ ତୋରା ଶିରେ ସୁନାସୁତା କେରା କେରା ||୧ ||
Niladri Bihari Nayak·Feb 18, 2018୫.ଏକା ତୋ ଭକତ ଜୀବନଏକା ତୋ ଭକତ ଜୀବନ , ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ ।0।
Niladri Bihari Nayak·Feb 15, 2018୨. ଆହେ ନୀଳଶଇଳ !ଆହେ ନୀଳଶଇଳ ପ୍ରବଳ ମତ୍ତ ବାରଣ । ମୋ ଆରତ-ନଳିନୀବନକୁ କର ଦଳନ ।୧।
Niladri Bihari Nayak·Feb 14, 2018୧.କେଣେ ଘେନି ଯାଉଛ !କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମେ ଦର୍ଶନ କରିବୁ କାହାକୁ ||0||