Jyotsna·Jan 27, 2019।।ଷ୍ଟେସନ।।ଚାଏ ଚାଏ। ସକାଳୁ ସକାଳୁ ଗରମ ଚା ର ବାମ୍ଫ ପରି ମା ମୁହଁ ରେ ଜମାଟ ବାନ୍ଧୁଥିବା ଉଷୁମ ଲୁହ ଗୁଡା କିନ୍ତୁ ବାମ୍ଫ ନହେଇ ଏଇ ଝରିବ ଝରିବ ହେଉଛି। ଖୁସି, ତାର ଏକମାତ୍ର…
Jyotsna·Jun 4, 2018ଆଉ ଦୁଇ ଦିନ ରହିଯା। କାଲି ମଙ୍ଗଳବାର ପହରଦିନ ଛ ଦିନ, କେମିତି ଛାଡିବି ବୋଲି କହୁଛୁ। ବ୍ୟାଗ ପ୍ୟାକ କରୁ କରୁ ମା କହି…ମା ର ନୀତି ନିୟମ ବାର ଦିନ ଦେଖି ଗଲା ବେଳକୁ ବସ୍ ମୋ ଟେବୁଲ ରେ ରେଜିଙ୍ଗନେସନ ଲେଟର ଟି ଯତ୍ନରେ ରଖିଦେଇଥିବ। ବହୁତ ଆଲୋଚନା ପର୍ଯ୍ୟାଲୋଚନା ପରେ ସ୍ଥିର ହେଇଛି ମୁଁ…A response icon1A response icon1